Exclusive Interview With OPSC OAS 426th Rank Holder Bishnu Charan Nayak || Podcast With OAS Achiever

Odisha Reporter

Odisha Reporter

85,915 views

ଓଡ଼ିଶାର  +2 ଫେଲ୍ ସିଭିଲ୍ ସର୍ଭେଣ୍ଟ | Exclusive Interview With OPSC OAS 426th Rank Holder Bishnu Charan Nayak | Ganjam | Bhanjanagar | Odisha Reporter | Podcast with OPSC OAS Achiever Bishnu Charan Nayak
ପ୍ଲସ ଟୁ ଫେଲ୍। ତା ପରେ ଦାଦନ ହୋଇ ସୁରତରେ ଯାଇ ସୂତାକଳରେ କାମ କଲେ। ଘର ଚଳାଇବାର ବୋଝକୁ ବୋହିବା ସହଜ ନ ହେବାରୁ ଗାଁକୁ ଆସି ଏସଟିଡି ବୁଥ୍ କଲେ। ଆଉ ବାହା ବି ହୋଇଗଲେ। ହେଲେ ଏସଟିଡି ବୁଥ୍ ନ ଚାଲିବାରୁ ପୁଣି ସୁରତ ଫେରି ସୂତାକଳରେ କାମ କଲେ। ଏମିତି ଏକ ଦନ୍ତୁରିତ ରାସ୍ତାରେ ଚାଲିବା ଭିତରେ ପାଠପଢ଼ାର ଝୁଙ୍କରେ ରହିଯାଇଥିଲେ। ଆଉ ଏବେ ଓଡ଼ିଶା ସିଭିଲ୍ ସର୍ଭେଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆସନ୍ତୁ ଜାଣିବା ସେହି ଦାଦନ ଆଉ ପ୍ଲସ ଟୁ ଫେଲ୍ ସିଭିଲ ସର୍ଭେଣ୍ଟଙ୍କ ପ୍ରେରଣାଦାୟୀ କାହାଣୀ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#Odisha #OdishaReporter #BishnuCharanNayak #12thFail #OAS #OPSC #Inspiration #Bhanjanagar #Ganjam #Odisha #Rankholder #ExclusiveInterview #InspiringStory #hardwork