ରାତି 1ରେ କଣ ଚାଲିଛି ଥାନାରେ ? || A Reality Check of Police Station || Bhubaneswar || Odisha Reporter

Odisha Reporter

Odisha Reporter

236,634 views

ଭରତପୁର ଥାନାରେ ଅଭିଯୋଗକାରୀଙ୍କୁ ଅଭିଯୁକ୍ତ ସଜାଇବାରେ ପରେ ପୋଲିସ ଉପରେ ଉଠିଛି ଆଙ୍ଗୁଳି। ଅଭିଯୋଗ କରିବାକୁ ଯାଇଥିବା ଯବାନଙ୍କୁ ଅଟକ ଓ ତାଙ୍କ ବାନ୍ଧବୀଙ୍କୁ ଗିରଫ ପରେ ତେଜିଛି ଆର୍ମି ପୋଲିସ କଳି। ଏସବୁ ଭିତରେ ପ୍ରକୃତରେ ଥାନାରେ କଣ ରହିଛି ? ଏନେଇ ରାତିର ସ୍ଥିତି ପରଖିଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ । ଦେଖନ୍ତୁ ରାଜଧାନୀ ଥାନାର ରିଅଲିଟି ଚେକ ରିପୋର୍ଟ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#OdishaReporter #Odisha #BhubaneswarNews #PoliceStation #RealityCheck #Bharatpurpolicestation