କ୍ଷମତା ରକ୍ଷା ପାଇଁ ବିଳିବିଳାଉଛନ୍ତି ଜୁଏଲ ଓରାମ,କଳାକାରନାମା ସାମ୍ନାକୁ ଆସିବା ନେଇ ଲାଗୁଛି ଭୟ! କେନ୍ଦ୍ର ମନ୍ତ୍ରୀ ଜୁଆଲ ଓରାମଙ୍କ ‘ଚକ୍ରାନ୍ତ’ ବୟାନ ପରେ ସୁନ୍ଦରଗଡ଼ ଓ ରାଉରକେଲା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଜୁଆଲ ଓରାମ ନିଜ କ୍ୟାବିନେଟ୍ ପଦ ହରାଇବା ପାଇଁ ଦଳ ଭିତରେ ଚକ୍ରାନ୍ତ ଚାଲିଥିବା ଅଭିଯୋଗ କରିଥିବା ବେଳେ, ରାଜନୈତିକ ସମୀକ୍ଷକଙ୍କ ମତରେ ଏହି ଇସାରା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ଆଡ଼କୁ ରହିଛି। ନିଜର ଏକଦା ଘନିଷ୍ଠ ସହଯୋଗୀ ଗିରଫ ହେବା ପରେ ଏବଂ ସୁନ୍ଦରଗଡ଼ ରାଜନୀତିରେ ନିଜର ଆଧିପତ୍ୟ ବଜାୟ ରଖିବା ପାଇଁ ଦୁଇ ପ୍ରତିଷ୍ଠିତ ନେତାଙ୍କ ମଧ୍ୟରେ ଥିବା ଏହି ଆଭ୍ୟନ୍ତରୀଣ କନ୍ଦଳ ଏବେ ପଦାରେ ପଡ଼ିଛି। Jual Oram & Dilip ray conspiracy theories Adv Monalisha Gantayat !
#JualOram #DilipRay #OdishaPolitics #BJPControversy #SundargarhPolitics
#AdvMonalishaGantayat
Vist our Website :https://www.pratidintv.com/
Like Our Facebook Page: Facebook: PratidinOdisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha